ଆରାଧନା କରେ – Aradhana kore
ଆରାଧନା କରେ – Aradhana kore
ଆରାଧନା କରେ ଯୀଶୁ ତୁମ ନାମେ
ସ୍ତୁତି ତୁମ କରେ ପ୍ରଭୁ ତୁମ ନାମେ(୨)
ପ୍ରଶଂସା ଗୌରବ ମହିମା ହେଉ ତୁମ ନାମେ(୨)
୧
ମହିମା ସମ୍ବ୍ରମ କର୍ତ୍ତାପଣ ତୁମ
ତୁମେ ସର୍ବଶକ୍ତିମାନ
ସାରା ଜଗତରେ ତୁମେ ପରାକ୍ରମ
ତୁମେ ଅଟ ପ୍ରଭୁ ଆମ
ପ୍ରଶଂସା ଗୌରବ ମହିମା ହେଉ ତୁମ ନାମେ(୨)
୨
ତୁମେ ଆଦି ଅନ୍ତ ତୁମେ ହିଁ ଜୀବିତ
ତୁମେ ଆମ ସତ୍ଯ ପଥ
ଦେବଗଣ ମଧ୍ଯେ ତୁମେ ସର୍ବଶ୍ରେଷ୍ଠ
ଯୀଶୁ ତୁମେ ଯୁବାମେଷ
ପ୍ରଶଂସା ଗୌରବ ମହିମା ହେଉ ତୁମ ନାମେ(୨)